audio
audioduration (s)
0.14
171
sentence
stringlengths
2
679
ଅନେକ ଅଞ୍ଚଳରେ ବନ୍ୟାଜଳ ହ୍ରାସ ପାଉଛି
ଆଜି ସକାଳ ପ୍ରାୟ ସାଢେ ୧୦ଟା ସମୟରେ ବିପିନ ସ୍ବାଇଁଙ୍କ ଝିଅ ସିନୁ ସ୍ବାଇଁ ଓ ହୃଷିକେଶ ସ୍ବାଇଁଙ୍କ ଝିଅ ସଙ୍ଗୀତ ସ୍ାଇଁ ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣି ମଧ୍ୟକୁ ଗୋଡ ଖସିଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା
ସେ କହିଲା ଚାଷୀର ଦାଢ଼ି ଗୋଛାକ ଛଡ଼ା ଆଉ କିଛି ବାକି ନାହିଁ
ଝାଡ଼ଖଣ୍ଡ ସରକାର ଏହି ଦିବସ ପାଳନ କରିବାପାଇଁ ଆସନ୍ତା ପନ୍ଦର ତାରିଖରୁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି
ଏହା ସହ ରାଜ୍ୟ ସରକାରଙ୍କ ଅଧୀନରେ ସେମାନଙ୍କୁ ଦୁଇ ବର୍ଷ କାମ କରିବାକୁ ପଡିବ ବୋଲି ନୂତନ ପଲିସିରେ ଘୋଷଣା କରିଛନ୍ତି
ଗୋପାଳ ଦୁଆର ସଳଖ ଦାଣ୍ଡରେ ଛିଡ଼ା ହୋଇ ଦେଖିଲା ଯେ ମୁଣ୍ଡରୁ ବୋଝଟି ଓହ୍ଲାଇ ଦେବା ପାଇଁ ସେଠାରେ କେହି ନାହାଁନ୍ତି
ପିଏମ୍ ଗ୍ଲୋବାଲ୍ କ୍୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ନୂଆ ଅର୍ଥନୈତିକ ସୁଯୋଗଗୁଡ଼ିକ ପାଇଁ ସଂସ୍କାର ଓ ଅଭିନବ ଉପାୟଗୁଡ଼ିକ ମାଧ୍ୟମରେ ପଥ ସୁଗମ କରୁଛି
କାର୍ଯ୍ୟନିର୍ବାହୀ ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବା ବିଷୟରେ ଜଣାଇଥିଲେ
ରାମାକୁ ବାନ୍ଧିପକାଇ ଢ଼େର ମାରିଲେ
କୋଡିଏ ତାରିଖରେ ମନୋନୟନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ
ଆଦିବାସୀ ମେଳା ଭୁବନେଶ୍ବର ୟୁନିଟ୍1 ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ମେଳା
ସେଗୁଡ଼ିକ ମଧ୍ୟରେ କମ୍ପାନୀର ବହୁ ଜମିଜମା ଅଟ୍ଟାଳିକା କାରଖାନା ଓ ଯନ୍ତ୍ରପାତି ରହିଛି
ସେଇ ମହାକବିଙ୍କ ନଆଁରେ ସେଇ ସ୍ଥାନଟିର ନାଁ ବେଦବ୍ୟାସ ରଖାଯାଇଛି