audio
audioduration (s)
0.14
171
sentence
stringlengths
2
679
ପ୍ରଜା ଖାତକ ଉପରେ ହକ ପାଉଣା ପଇସାଏ ଛାଡିବ ନାହିଁ ମହନ୍ତ ହୁକୁମ କଲେ ବି ନା
ଆସାମ୍ବର ଜୋରହରୁ ଗତ ତିନି ତାରିଖରେ ଅରୁଣାଚଳ ପ୍ରଦେଶର ସିଓମି ଜିଲ୍ଲାର ମିଟୁକା ବିମାନ ଘାଟୀକୁ ଯାଉଥିବା ବାଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା
କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ବାୟୁ ପ୍ରଦୂଷଣର ଏକ ସମାଧାନ ଖୋଜି ବାହାର କରିବା ପାଇଁ ସବୁ ପକ୍ଷଙ୍କୁ ଏକାଠି ବସି ଆଲୋଚନା କରିବାକୁ ହେବ
ଦେଶରେ କୋବିଡ୍ ମୃତ୍ୟୁହାର ଶତକଡ଼ା ଏକ ଦଶମିକ ଅଣସ୍ତରୀ ଭାଗ ରହିଛି
ଟିକା ସଚେତନତା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି
ଷାଠିଏ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭା ପାଇଁ ଏଥର ୫୯ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ
ସଂକ୍ରମିତଙ୍କ ମଧ୍ୟରେ ଚାରି ଶହେ ପଚିଶି ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୩୬ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି
ପିଏମ୍ଇଣ୍ଡିପେଣ୍ଡେନ୍ସ ଡେ ଅଗଷ୍ଟ ପନ୍ଦର ତାରିଖ ଦିନର ସ୍ାଧୀନତା ଦିବସ ଉବୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହରେ ବିବୃତି ଦିଅନ୍ତୁ ବୋଲି ବିରୋଧୀ ଦଳର ବିଧାୟକମାନେ ଦାବି କରିଥିଲେ
ରୁଷ ଏହି ବୈଠକର ଆୟୋଜନ କରିଥିଲା
ସେ ଆର୍ଟିପିସିଆର୍ ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି
ମନ୍ଦିରରୁ ପ୍ରସାଦ ସେବା କରି ସବୁବେଳେ ଏମାନେ ପାଖରେ ହାଜର
ଚାରି
ଏପରି ଅପମାନଜନକ ମନ୍ତବ୍ୟ ଅଭିମାନୀ ନାମଦେବ କିପରି ଅବା ସହନ୍ତେ
ଗତକାଲି ମୁମ୍ବାଇଠାରେ ବୋର୍ଡର ଏକାଅଶୀ ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା
ଗିନି ପଶ୍ଚିମ ଆଫ୍ରିକାର ଦକ୍ଷିଣପଶ୍ଚିମ ଭାଗରେ ଆଟଲାଣ୍ଟିକ୍ ମହାସାଗର କୂଳରେ ଅବସ୍ଥିତ
ସୁବର୍ଣ୍ଣ ପଦ୍ମ ଉପରେ ଦୁର୍ଗାଙ୍କର ପୂଜା ବିଧିର ବ୍ୟବସ୍ଥା କରିଦେଲେ
ଆପଣ ସ୍ୱଚକ୍ଷୁରେ ଦେଖି ପାରିବେ ମୋ ବୁଦ୍ଧିରେ ସେ ଭଣ୍ଡାରୀ ଭାଣ୍ଡଟା ନିଜ ମୁହଁରେ ନିଜେ ଚୂନକାଳି ମାଖି ସାତ ବେଂଟି ହୋଇ ପଳାଇ ଯିବାକୁ ବାଟ ପାଇବନି
ପନ୍ଦର ଶହଟି ଟିକାକରଣ କେନ୍ଦ୍ରରୁ ଆଜି ମାତ୍ର ଦୁଇ ଶହେ ଛପନ ଟି କେନ୍ଦ୍ରରେ ଟିକାକରଣ ଚାଲୁରହିଛି
ସାନରାଣୀ ପଦ୍ମାବତୀ କହିଲା ମୁଁ ତୁମକୁ ଯେଉଁ ମନ୍ତୁରା ପାଣି ଦେବି ତାକୁ ତୁମେ ମୋ ଉପରେ ଛିଂଚି ଦେଲେ ମୁଁ ଫୁଲଗଛ ହୋଇ ଫୁଲ ଫୁଟିବି
ଆଇଆଇବିଆରୁ ଆଣ୍ଟିବଡ଼ି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ ନଫତଲି ବେନେଟ୍ କହିଛନ୍ତି ଇସ୍ରାଏଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ ଆଇଆଇବିଆର୍ ଏକ ଆଣ୍ଟିବଡ଼ି ବା ପ୍ରତିଷେଧକର ବିକାଶ କରିଛି ଯାହା କେଭିଡ୍ ନାଇଣ୍ଟିନ ଭୂତାଣୁକୁ ନିଷ୍କ୍ରିୟ କରିପାରିବ
ଦଶହରା ପର୍ବରେ ମାଙ୍କ ଶୋଢ଼ଷ ଉପଚାରରେ ଓ ରାଜା ପଡ଼ାଠାରେ ସାର୍ବଜନୀନ ଦୁର୍ଗାପୂଜା ତନ୍ତ୍ର ପୂଜା ବିଧିରେ ଅନୁଷ୍ଠିତ ହେଉଥିବା ବେଳେ ପଟ୍ଟନାୟକ ପଡ଼ା ଦୁର୍ଗା ପୂଜା ଦେବ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି
ନିର୍ବାଚନରେ ବିଜୟୀମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
ପ୍ରଖ୍ୟାତ ଅଭିନେତ୍ରୀ ଜିତ୍ ଅମନ୍ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିନେମାର ଉଭୟ ମନୋରଂଜନ ଏବଂ ଶିକ୍ଷାଗତ ମୂଲ୍ୟବୋଧ ରହିଛି ବୋଲି କହିବା ସହ ଏହା ଦର୍ଶକଙ୍କ ହୃଦୟକୁ ମଧ୍ୟ ସହଜରେ ଛୁଇଁ ପାରିଥାଏ ବୋଲି କହିଛନ୍ତି
ଯଦି ସାଙ୍ଗ ଠାରେ ଏତେ ଶ୍ରଦ୍ଧା ତେବେ ତୁମେ ତାଙ୍କୁହି ଘେନି ଥାଅ
ବିମଳ ଦେଈଙ୍କ ଆନନ୍ଦ ଦେଖେ କିଏ ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ
କିଛି କଥା କହିପାରୁ ନାହିଁ
କୋଭିଡ୍ ଷ୍ଟାଟସ୍ ଦେଶରେ ଦୈନିକ କରୋନା ସଂକ୍ରମଣ ଗତକାଲି ଭଳି ଆଜି ମଧ୍ୟ ଦୁଇ ଲକ୍ଷ ଅତିକ୍ରମ କରିଛି
ଏବଂ ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଗତଥରର ବିଜେତା ଭାରତ ଆଜି ଦୁବାଇଠାରେ ବାଙ୍ଗଲାଦେଶ ସହ ମୁକାବିଲା କରିବ
ସଂକ୍ରମଣ ଆରମ୍ଭରେ ଦିନକୁ ୧୦୦ଟି ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ଏହା ଏକ କୋଟି ଅତିକ୍ରମ କରିଛି
ବିଜେପି ଡିସେମ୍ବର ସାତ ତାରିଖ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି
ପୂର୍ବରୁ ଚଳିତ ମାସ ପନ୍ଦର ତାରିଖ ସମୟ ସୀମା ରହିଥିଲା
ଜଷ୍ଟିସ୍ ଏନ୍ଭି ରମନ୍ତ୍ରୀ ଶ୍ରୀ ଚିଦାମ୍ବରମଙ୍କ ଓକିଲ କପିଲ୍ ଶିବଙ୍କୁ କହିଛନ୍ତି ଆବେଦନର ଜରୁରୀକାଳୀନ ଶୁଣାଣି ପାଇଁ ଏହାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ
ଶାମ ସାଉର ଭାରି ବଡ଼ ପୂଜା ହେବ
ଆଇଆଇଟି ସେସର ଆଇଆଇଟି କାନପୁରର ବୈଜ୍ଞାନିକମାନେ ଅଳ୍ପ ଦାମ୍ ବୟୁପ୍ରଦୂଷଣ ସେନ୍ସର ନିର୍ମାଣ କରିଛନ୍ତି
ଏସ୍ପି ପୁମା ଗତ ଚଉଦ ତାରିଖର ପୁମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବାର ଦର୍ଶାଇ ଏହାର ତଦନ୍ତ ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି
ତେବେ ତାଙ୍କ ଅଭିନୀତ ନାଗଫାଶ ଚଳଚ୍ଚିତ୍ର ପ୍ରଥମେ ମୁକ୍ତି ଲାଭ କରିଥିଲା
ମିଟିର କେନ୍ଦ୍ର ସହକାରୀ କମିଶନର ଯୋଗେଶ ରାଉଣ୍ଡଲଙ୍କ ନେତୃତ୍ବରେ ଆସିଥିବା ଏହି କମିଟି ଜିଲ୍ଲାର ବିଭିନ୍ନ ବିଭାଗର ଅଧୁକାରୀଙ୍କ ସହ କ୍ଷୁଦ୍ର ଜଳସେଚନ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖୁଥିଲେ
ଛତିଶଗଡ଼ଓଡ଼ିଶାଝାଡ଼ଖଣ୍ଡ ସୀମାନ୍ତ ସୁଳଭାଗ ଉପରେ ଏକ ପୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି
ଗତକାଲି ଗୌହାଟୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି
ଚାରି
ଦୀର୍ଘ ପଚାଶ ଦିନ ଧରି ଚାଲିବାକୁ ଥିବା କୁମ୍ଭମେଳାରେ ବିଦେଶରୁ ଲକ୍ଷ ଲକ୍ଷ ଲୋକ ଆସି ଏକତ୍ରିତ ହେବାର ଆଶା କରାଯାଉଛି
କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକରେ ଗତ ୨୮ଦିନ ମଧ୍ୟରେ ଘରକୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ସନ୍ଦିଗ୍ଧଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଉଛି
ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲ୍ ଗିଡ଼ି ସର୍ବାଧୁକ ୩ଟି ିକେଟ୍ ଅକ୍ତିଆର କରିଥିଲେ
ଏଥିସହ ମେକ୍ସିକୋ ସପ୍ତମ ସ୍ଥାନ ଓ ଉବେକିସ୍ଥାନ ଅଷ୍ଟମ ସ୍ଥାନ ହାସଲ କରିଛି
ସମ୍ଭାବ୍ୟ ବାତ୍ୟାପାଇଁ କାଲି ସନ୍ଧ୍ୟା ପରଠାରୁ କେତେକ ଟ୍ରେନ୍ ବାତିଲ୍ କରାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି
ନିଜ ଦେଶରେ ଏହି ଯନ୍ତ୍ର ତିଆରି ହୋଇପାରିଲେ ଅନ୍ୟଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ହୋଇପାରିବ
ହର୍ଷବଦ୍ଧନ ଟିବି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଜନ ଆନ୍ଦୋଳନ ଆରମ୍ଭ କରିବା ପ୍ରତି ଗୁରୁତ୍ବାରୋପ କରିଛନ୍ତି
ଜଷ୍ଟିସ ପିଡି ନାୟକ ସେମାନଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିବା ସହ ସେମାନଙ୍କୁ ଗିରଫ୍ ହେବାରୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାର ସମୟସୀମାକୁ ଆଉ ଚାରି ସପ୍ତାହ ବୃଦ୍ଧି କରିଛନ୍ତି
ବିଜେପିକୁ ୩ଘଣ୍ଟା ୩୩ମିନିଟ୍ କଂଗ୍ରେସକୁ ୩୮ମିନିଟ୍ କୁ ଅଣତିରିଶି ମିନିଟ୍ ଏବଂ ସର୍ବଭାରତୀୟ ତୃଣମୂଳ କଂଗ୍ରେସକୁ ୨୭ମିନିଟ୍ ଆଲୋଚନା ପାଇଁ ସମୟ ଦିଆଯାଇଛି
କରୋନା କଟକଣା ମଧ୍ୟରେ କଟକରେ କାଳିପୂଜା ଅନୁଷ୍ଠିତ ହେବ
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟବ୍ୟାପୀ ଅବ୍ୟବସ୍ଥା ଦେଖାଦେଇଛି
ସଭ୍ୟ ଶଙ୍କର ଓରାମଙ୍କ ଏ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଛନ୍ତି ଯେ ଅଫ୍ ଲାଇନ୍ ଓ ଅନ୍ ଲାଇନ୍ ମାଧ୍ୟମରେ ଚାଷୀଙ୍କଠାରୁ ଗଭୀର ନଳକୂପ ଖନନ ପାଇଁ ଦରଖାସ୍ତ ଆହ୍ବାନ କରାଯାଉଛି
ଅପରପକ୍ଷରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ନଅ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷଦିନ ହୋଇଥିବାବେଳେ ତା ପରଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ
ହର୍ଷବର୍ତ୍ତନ ଷ୍ଟେଟସ୍ ସ୍ାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସି ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି
୨୦୧୭ରେ ଭାରତ ଏସ୍ସିଓର ସଦସ୍ୟ ହେବା ପରଠାରୁ ପ୍ରଥମ ଥରପାଇଁ ଏହାର ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛି
ଦେଶରୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ମଧ୍ୟରୁ ଅଠଚାଳିଶି ଭାଗ ଏହି ଉଦ୍ୟୋଗ ଗୁଡ଼ିକରୁ ଆସୁଥିବାବେଳେ ଏହାକୁ ଶତକଡା ଷାଠିଏ ଭାଗକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖୁଛନ୍ତି ବୋଲି ଶ୍ରୀ ଗଡ଼କରି କହିଛନ୍ତି
ଏଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି
ଯାହା ହେବାର କଥା ହୋଇଗଲା ଏବେ ମନଦୁଃଖ କଲେ କଣ କଦଳୀ ବାଡ଼ି ଫେରିଆସିବ
ବିହାର କ୍ରାକର ବିହାରର ନାଳନ୍ଦା ଜିଲ୍ଲାର ବିହାର ସରିଫ୍ ସ୍ଥିତ ଏକ ବେଆଇନ ବାଣ କାରଖାନାରେ ବିସ୍ତୋରଣ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପନ୍ଦର ଜଣ ଆହତ ହୋଇଛନ୍ତି
ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରତି ସପ୍ତାହରେ ସୋମବାରରୁ ଶୁକ୍ରବାର ଯାଏଁ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ପ୍ରସାରଣ କରାଯିବ
ଶହୀଦଙ୍କ ସମ୍ମାନାର୍ଥ ସକାଳ ୧୦ଟାରୁ ଝାରସୁଗୁଡ଼ା ବସ୍ଷ୍ଟାଣ୍ଡ ଗାନ୍ଧି ଛକରୁ ଝୁଣ୍ଡା ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିବ ବୋଲି ସେ ସୂଚନା ଦେଇଛନ୍ତି
ସେଇଥିପାଇଁ ଚିତା ଶିକାର୍ ବଢ଼ିଲା
କିଛିଦିନ ଧରି ସେ ସେହି ହସ୍ପିଟାଲରେ ଚିକିସ୍ଥିତ ହେଉଥିଲେ
କୋବିରେ ସଂକ୍ରମିତ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ୍ ଯୋଗାଣ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି
ଭାରତପର୍ବ ଦେଶର ଗୌରବର ନିଦର୍ଶନ ଭାରତ ପର୍ବ୨୦୨୧ ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି
ଓଡ଼ିଶାରେ ପୁନାଙ୍ଗ ମହୁଲ କରଞ୍ଜବୃକ୍ଷ ମଧ୍ୟ ଅନେକ ଅଛି
ଏବଂ ଭାରତ ଓ ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲାୟନ୍ତି ମଧ୍ୟରେ ହେଊର୍ଟର୍ସ ରାଜିନାମା ସ୍ବାକ୍ଷରିତ ହୋଇଛି
ତୁ ବିଲ କରି ଜାଣ ନ ଜାଣ କରଜା ଧନର ମୂଳ କଳନ୍ତର ବିଶ୍ଵଏ ରଖିଲେ ଜାଣିବୁ।
ଭିପିଜଳଦିବସ ବିଶ୍ ଜଳଦିବସ ଉପଲକ୍ଷେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଜଳର ଉପଯୁକ୍ତ ବ୍ୟବହାର ଏବଂ ଜଳସଂରକ୍ଷଣ ପାଇଁ ନିରନ୍ତର ଉଦ୍ୟମ ଜାରି ରଖୁବାକୁ ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି
ବୋର୍ଡ ମାର୍କେଟ୍ରେ ଏହା ଏକ ପ୍ରତିଶତ ହ୍ରାସ ପାଇଛି
ଆଜି ସମ୍ବଲପୁର ବିଶ୍ବିଦ୍ୟାଳୟ ଓ ରୋହତକ ଏବଂ ମଧ୍ୟପ୍ରଦେଶ ଓ ରାଞ୍ଚି ଏବଂ ବିଶ୍ବବିଦ୍ୟାଳୟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ
ଦିଲ୍ଲୀ ପୋଲିସ୍ କହିବା ଅନୁସାରେ ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି
ବାରିପଦା ପିଠାବଟା ଗେଟ୍ରେ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡ଼ି ଏବଂ ଜଶିପୁରର କଳିଆଣୀପଟୁ ସର୍ବାଧିକ ୩୫ଟି ଗାଡ଼ିକୁ ଅନୁମତି ଦିଆଯିବ
ତେବେ ମାନେଶ୍ବର ଧନକଉଡ଼ା ରେଙ୍ଗାଳି ରେଢ଼ାଖୋଲ ଏବଂ ଯୁଜୁମୁରା ବ୍ଳକରେ ମାତ୍ରାଧୁକ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବାରୁ ରାଜସ୍ବ ବିଭାଗ ପୂର୍ତ୍ତ ବିଭାଗ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହାର ଆକଳନ ଆରମ୍ଭ ହୋଇଛି
ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ
ୟୁକେ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ରିଟେନ୍ର ବିଶ୍ବବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଙ୍କ ଅଧ୍ୟୟନ ପାଇଁ ଏକ ପାଇଲଟ୍ ଯୋଜନାର ଶୁଭାରମ୍ଭ କରାଯାଇଛି
ଗତ ଦୁଇ ଦିନ ହେଲା ଏହି ହାତୀଟିର ଶରୀରର ବିଭିନ୍ନ ଅଂଶରୁ ରକ୍ତସ୍ରାବ ହେଉଛି
ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି
ସେ କହିଥିଲେ ଭାରତୀୟ ସମ୍ବିଧାନରେ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟ ଉଲ୍ଲେଖ ରହିଛି ଓ ଏହା ଆମ ସମ୍ବିଧାନର ବିଶେଷତ୍
ଫଳରେ ଛୋଟ କାଳରୁ ତା ଉପରେ ବିଭିନ୍ନ ଧର୍ମଗ୍ରନ୍ଥର ପ୍ରଭାବ ପଡ଼ିଥାଏ
ରାଜନାଥ ସିଂହ ଭଦ୍ରକ ଜିଲ୍ଲା ରାଣୀତାଲଠାରେ ବିଜେପି ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ସମାବେଶରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ଯୋଗ ଦେଇଥିଲେ
ଇଡିଜାକିର୍ ନାୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସଲାମିକ୍ ପ୍ରବକ୍ତା ଜାକିର ନାୟକଙ୍କୁ ପଳାତକ ଭାବେ ଘୋଷଣା କରିବାକୁ ମୁମ୍ବାଇର ସ୍ବତନ୍ତ୍ର କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି
ଏହି ଅବସରରେ ବକ୍ତାମାନେ ଓଡ଼ିଶାରେ ଇଂରେଜ ଶାସନ ସମୟର ଦୁର୍ଦ୍ଦଶା ନଅଁଙ୍କ ଦୁର୍ଭିକ୍ଷର ପରିଣତି ଓ ଜନସଂଘର୍ଷ ଉପରେ ଆଲୋଚନା କରିଥିଲେ
ପୂର୍ବ ଦୋଷରୁ ମୁଁ ସାପଜନ୍ମ ପାଇଥିଲି
ଏକ ହାଇଟେକ୍ ବରେ ରୋଡ ଶୋ କରି ମୁଖ୍ୟମନ୍ତ୍ରୀ ପାଟକୁରାର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି
ପଲାଉ ସକାଶେ ଗୋଟିଏ ଖାସି ଅଣାଗଲା
ଗତକାଲି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କିଟ୍ ୟୁନିଭରସିଟିକୁ ପ୍ରତିନିଧିତ୍ବ କରୁଥିବା ଚବିଶି ବର୍ଷୀୟ ଦୂତୀ ଏଗାର ଦଶମିକ ଅଣଚାଶ ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି
ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପିଏସ୍ଏଲ୍ଭିସି୪୯ ଲଞ୍ଚର ସାହାଯ୍ୟରେ ଏହି ଉତ୍କ୍ଷେପଣ କରାଯିବ ବୋଲି ସୂଚନା ମିଳିଛି
ନେତ୍ରହୀନମାନଙ୍କୁ ନୋଟ୍ ଚିହ୍ନିବାରେ ସାହାଯ୍ୟ କରିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ମନ ନାମକ ଏକ ମୋବାଇଲ୍ ଆପ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ ଗତକାଲି ଆରବ ଦେଶର ରାଷ୍ଟ୍ରଦୂତମାନେ ଯୋଗ ଦେଇଥିଲେ
ଜାତୀୟ ପାରିବାରିକ ସ୍ାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୬ଲକ୍ଷ ପରିବାରଙ୍କ ନମୁନା ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଇଛି
ପିଲାଦିଓଟି ଖୁବ୍ କଉତୁକିଆ ହୋଇଥାନ୍ତି
ଶୂନ
ଏକ
ଗତକାଲି ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବାବେଳେ ପୁଲିସ୍ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
କଥାବାର୍ତ୍ତାରେ ପ୍ରତିରକ୍ଷା ସହଯୋଗକୁ ସହଯୋଗକୁ ଅଗ୍ରାଧିକାର ଅଗ୍ରାଧକାର ଦିଆଯିବ
ଗାନ୍ଧିଜୀ ସଶରୀରରେ ନଥିଲେ ମଧ୍ୟ ତାଙ୍କର ଆଧାର୍ତ୍ତିକ ଦୃଷ୍ଟିକୋଣ ନୀତି ଆଦର୍ଶ ଏବଂ ସତ୍ୟ ନିଷ୍ଠା ଭାରତ କାହିଁକି ସମଗ୍ର ବିଶ୍କୁ ଆଜି ମଧ୍ୟ ଅନୁପ୍ରାଣିତ କରୁଛି
କେବଳ ଆମ୍ଭମାନଙ୍କ ହାତକୁ ଚାହିଁ ରହିବେ ନାହିଁ