audio
audioduration (s)
0.14
171
sentence
stringlengths
2
679
ଶରତ ଋତୁରେ ଗାଁରେ କେତେ ପ୍ରକାର ଉତ୍ସବ ଲାଗି ରହିଥାଏ
ସେହିଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ଏହି ସମୟରେ ବର୍ଷକୁ ଥରେ ଅଭଡ଼ା ପ୍ରସ୍ତୁତ ହୋଇଥାଏ
ସେହି ଡାକ୍ତର ଓ ନର୍ସମାନେ ବିଦେଶ ଫେରନ୍ତାମାନଙ୍କ ବିଷୟରେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଫିସରମାନଙ୍କୁ ଆକ୍ରାନ୍ତମାନଙ୍କ ସମ୍ବନ୍ଧରେ ସୂଚନା ଦେବେ
ଏହାପରେ ଯାହା ଘଟିଲା ସେଥିରେ ପିଲାମାନଙ୍କ ହୃଦୟ ଥରିଉଠିଲା
ଧର୍ମରାଜଙ୍କର ସବୁ ଭାଇ ବାଟରେ ମରି ପଡ଼ିଥିଲେ
ସେ କହିଛନ୍ତି ଜିଏସ୍ଟି ରିଟର୍ଣ୍ଣ ଏକ ଦାଖଲ କରିନଥିବା ୩ଲକ୍ଷ ୪୭ହଜାର ବ୍ୟବସାୟୀଙ୍କ ଇେ ବିଲ୍ ଦାଖଲ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି
ଚାରି
ତେଣୁ ସେ କହିଲେ ତୁମ ପୁଅକୁ ଆଉ ଦେଖିବି କ ଣ
ବିରୋଧୀ ସଭ୍ୟଙ୍କ ହୋହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ହୋଇ ନ ଥିଲା
କରୋନା ମହାମାରୀ ସମୟରେ କୃଷକଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପୁଷ୍ଟିହୀନତା ଦୂର ଲାଗି ଏଫଏଓ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସମ୍ମାନ ଜଣାଇ ଭାରତର ଏକ ଶହେ ତିରିଶି କୋଟି ଲୋକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଜି ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିବା କହିଛନ୍ତି
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଦ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆରୋଗ୍ୟହାର ହ୍ରାସ ପାଉଛି
ଛଅ
ମହିଳା ସ୍ୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସଚେତନତା ସୃଷ୍ଟିକରିବା ପାଇଁ ପରାମର୍ଶ ଦିଆଯାଇଛି
ସେ କହିଛନ୍ତି ଯବାନମାନେ କେତେକ ନିରାପତ୍ତାଜନିତ ପଦକ୍ଷେପ ନେବେ ଯାହାକି ସମ୍ପୂର୍ଣ୍ଣ ରୂପେ ପୁଲାମା ଆକ୍ରମଣ ସହ ସମ୍ପର୍କୀତ
ସେହିସବୁ ସେକ୍ସନଗୁଡ଼ିକରେ ତଦାରଖ ଓ ସୁରକ୍ଷା କାର୍ଯ୍ୟକୁ ନିଶ୍ଚିତ କରିବା ପାଇଁ ରେଳ ବାଇସାଇକେଲ୍ ବ୍ୟବହାର କରାଯାଉଛି
ସୂଚନାଯୋଗ୍ୟ ଗତକାଲି ମଧ୍ୟରାତ୍ରିରେ ଭୁବନେଶ୍ରର ଏକ ଘରୋଇ ହସ୍ପିଟାଲରେ ପଞ୍ଚାଅଶୀ ବର୍ଷରେ ତାଙ୍କର ପରଲୋକ ହୋଇଥିଲା
ଗତବର୍ଷ ଶ୍ରୀ ସିଂ ଉତ୍ତରାଖଣ୍ଡର ଭାରତଚୀନ୍ ସୀମାରେ ଯୋଶୀମଠ ଠାରେ ଦଶହରା ପର୍ବ ପାଳନ କରିଥିଲେ
ଆଇପିଏଲ୍ ଗତକାଲି ମୋହାଲିଠାରେ ଅନୁଷ୍ଠିତ ଆଇପିଏଲ୍ କ୍ରିକେଟ୍ ମ୍ୟାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସନ୍ରାଇଜର୍ସ ହାଇଦ୍ରାବାଦକୁ ଛଅ ିକେଟ୍ରେ ହରାଇଦେଇଛି
ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ସମାଚାରର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ
ହେଲେ ଖିଆପିଆ କରି ବେଶି ସମୟ ସେଠାରେ କଟାଇବାକୁ ରତ୍ନାକରଙ୍କର ଇଚ୍ଛା ହେଉ ନଥାଏ
ମଷ୍ଟ ଆନାଉନ୍ସମେଣ୍ଟ୍ ଆକାଶବାଣୀର ସମାଚାର ସେବା ପ୍ରଭାଗ ଗୋଆଠାରେ ଚାଲିଥିବା ଅଣଚାଶ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପ୍ରସାରଣ କରିବ
ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ଚବିଶି ଘଣ୍ଟା ଭିତରେ ଚାରି ଶହେ ବାର ଜଣ ମୃତ୍ୟୁବରଣ କରିଥିବାର ରିପୋର୍ଟ ମିଳିଛି ମିଳିଛି
ଦେଖିବେ ଆମ୍ଭେମାନେ ନିଶ୍ଚୟ ବିଜୟୀ ହେବା
କୃଷି ଓ କୃଷକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡକ୍ଟର ଆର୍ପି ସିଂହଙ୍କ ନେତୃତ୍ବରେ ନାଗପୁର ଓ ଅମରାବତୀ ଡିଭିଜନ୍ର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ
ଏହି ମାମଲାରେ ପୁଲିସ ଚାରି ଜଣ ଗଞ୍ଜଇ ବ୍ୟବସାୟୀଙ୍କୁ ଗିରଫ କରିଛି
ଏଥିସହ ଶ୍ରୀ ମୋଦି ଚଳିତ ନିର୍ବାଚନ ପାଇଁ ଦଳପକ୍ଷରୁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଶ୍ରୀ ସେନାପତି କହିଛନ୍ତି
ପିଏମ୍ ମକି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ମାଧ୍ୟମରେ ଚଳିତ ମାସ ଛବିଶି ତାରିଖ ଦିନ ଦେଶ ତଥା ବିଦେଶର ଲୋକଙ୍କ ସହ ଭାବବିନିମୟ କରିବେ
ଦଶମ ଶ୍ରେଣୀ ଗଣିତ ପେପରର ପୁନଃ ପରୀକ୍ଷା ନେଇ ଆସନ୍ତା ପନ୍ଦର ଦିନ ମଧ୍ୟରେ ନିଆଯିବା ନିଷ୍ପତ୍ତି
ମେଳାରେ ଦୁଇ ହଜାରରୁ ଅଧୁକ ନିଯୁକ୍ତି ପ୍ରଦାନ ପାଇଁ ସ୍ଥିର ହୋଇଛି
ଏକ ଚୀରେ କରୋନା ଭୂତାଣୁ ସଂକ୍ରମଣ ପରେ ଭାରତ ହାନରୁ ଏହାର ନାଗରିକମାନଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି
ଏହି ସମୟରେ ଘଣ୍ଟାକୁ ୧୭୫ରୁ ଏକ ଶହେ ପଞ୍ଚାଅଶୀ କିଲୋମିଟର ବେଗରେ ପବନ ବହିବ ଏବଂ ପବନର ବେଗ ସର୍ବାଧିକ ଦୁଇ ଶହେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି
ସେହିସବୁ ରସାୟନିକ କାରଖାନା ଗ୍ରହଣ କରିଥିବା ନିରାପତ୍ତା ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ପରାମର୍ଶ ଦିଆଯିବ
ପୂର୍ବାହ୍ନ ଅଧିବେଶନ ପରେ ସାହିତ୍ୟରେ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା ହେଉଛି
ବୈଦେଶିକ ସମ୍ପର୍କ କାର୍ଯ୍ୟକ୍ରମ ପରିଷଦରେ ଶ୍ରୀ ଜୟଶଙ୍କର ପାକିସ୍ତାନର ସମାଲୋଚନା କରି କହିଛନ୍ତି ପାକିସ୍ତାନ ଭଳି ବିଶ୍ରେ ଏମିତି କୌଣସି ଦେଶ ନାହିଁ ଯିଏ ସନ୍ତ୍ରାସବାଦକୁ ଖୋଲାଖୋଲି ଭାବେ ସାହାଯ୍ୟ ଓ ସମର୍ଥନ ଯୋଗାଉଛି
ହଠାତ୍ ତା ଥଣ୍ଟରୁ ମୂଷାଛୁଆଟି ଖସିପଡ଼ିଲା ଆସି ଋଷିଙ୍କ ଆଗରେ ପଡ଼ିଗଲା
ମାଲେସିଆର ଜୋହର ବାହୋରୁ ଜିଲ୍ଲାର ତାମନ ଦାୟା ହକି ଷ୍ଟାଡିୟମରେ ସେମାନେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଚଉବନ ଗୋଲରେ ପରାସ୍ତ କରି ପଞ୍ଚମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛନ୍ତି
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ନିର୍ମିତ ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ
ପାହାଡ଼ ବନ ବିଲ ଗାଁ ଗଣ୍ଡା ଦେଇ ମୁଁ ହଜାର୍ ହଜାର୍ ବର୍ଷ ଧରି ବହି ଚାଲିଛି
ରାଜ୍ୟ ସରକାରଙ୍କ ନିଜସ୍ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ଲୋକପାଳ ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି
ସେହିପରି ବାଣିଜ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧୂକ ଅଣାନବେ ପ୍ରତିଶତ ପାସହାର ଥିବାବେଳେ ଦେବଗଡରେ ସର୍ବନିମ୍ନ ୨୪ଦଶମିକ ଊଣାଇଶ ପ୍ରତିଶତ ରହିଛି
ଏକ
ଡିଏଲ୍ କୋର୍ଟ ଉନାବ ଦୁଇ ହଜାର ସତର ମସିହାରେ ନିଜ ବାସଭବନରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ସୀତାପୁର ଜେଲ୍ରେ ଥିବା ନିଲମ୍ବିତ ବିଜେପି ବିଧାୟକ କୁଦୀପ୍ ସିଂ ସେଗଙ୍କୁ ଦିଲ୍ଲୀର ତିହାର୍ ଜେଲକୁ ଆଣିବାପାଇଁ ଦିଲ୍ଲୀର ଏକ ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି
ଶ୍ରୀ ଚୌହାନ ଓ ନଅ ଜଣ ବିଜେପି ବିଧାୟକ ଗତକାଲି ଏ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ
ବିଭିନ୍ନ ମନ୍ତ୍ରଣାଳୟ ତଥା ବିଭାଗଗୁଡ଼ିକୁ ଏଚ୍ବିଏ ନିୟମ ଅନୁଯାୟୀ ସେମାନଙ୍କ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରୀମ ମଞ୍ଜୁର କରିବା ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି
ାଇଏଆରସିପି ଟିଡିପି ଜେଡିୟୁ ସିପିଆଇଆଇୟୁଏମ୍ଏଲ୍ ଏବଂ ଏଆଇଏମ୍ଏମ୍ ସଦସ୍ୟମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ
ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଛନ୍ତି
ବଜ୍ରପାତରେ ଦୁଇ ମୃତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଆଜି ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି
ସେ କହିଛନ୍ତି ଦିନରାତି ଚବିଶି ଘଣ୍ଟିଆ ବିଜ୍ଞାନ ଚ୍ୟାନେଲ୍ ଆରମ୍ଭ କରିବା ଏହାର ଲକ୍ଷ୍ୟ
ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କୋବିଡ ନାଇଣ୍ଟିନ ସଂକ୍ରମଣ ସମୟରେ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା ସହାୟକ କର୍ମୀମାନଙ୍କ ସେବା ବିଷୟ ଉଲ୍ଲେଖ କରିଛନ୍ତି
ସେମାନଙ୍କର ସ୍ାସ୍ଥ୍ୟ ଯାଞ୍ଚ ପରେ ଚଉଦ ଦିନିଆ କ୍ୟାଲେଣ୍ଟାଇନକୁ ପଠାଇ ଦିଆଯାଇଛି
ସମଗ୍ର ରାଜ୍ୟରେ ପଚାଶ ଜଣ ଆୟକର ଅଧୁକାରୀଙ୍କୁ ମୁତୟନ କରାଯାଇ କଳାଟଙ୍କା କାରବାର ଏବଂ ଅର୍ଥବଳର ଦୁରୁପଯୋଗ ସମ୍ପର୍କରେ ନଜର ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି
ଇଣ୍ଡିଆ ଇଣ୍ଡୋନେସିଆ ଭାରତ ଏବଂ ଇଣ୍ଡୋନେସିଆ ଏକସ୍ବରରେ ଆତଙ୍କବାଦ ଏବଂ ଏହାଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାର ଦୃଢ଼ ନିନ୍ଦା କରିଛନ୍ତି
ଏହିସବୁ ପ୍ରଦର୍ଶନୀ ବୁଲି ଦେଖୁବା ସହ ସ୍ାଧୀନତାର ସ୍ମୃତି ସାଉଁଟି ନେବାକୁ ନେଇଯିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି
ତିନି
ବ୍ରାହ୍ମଣ ତିନିଟି ବରପାଇ ମଧ୍ୟ ତା ର କିଛି ଉପକାର ହେଲା ନାହିଁ
ବିମାନ ଅପହଞ୍ଚ ଓ ବିମାନ ଚଳାଚଳରୁ ବଞ୍ଚିତ ସ୍ଥାନଗୁଡ଼ିକୁ ଶସ୍ତାରେ ବିମାନ ସେବା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ
ତାପରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ମୋ ସ୍କୁଲ୍ ଅଭିଯାନ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ
ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
ଆଜି ଆଉ ୨ଟି ଗେଟ୍ ବନ୍ଦ୍ ହେବା ପରେ ଏବେ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି
ରାଜ୍ୟପାଳ କହିଛନ୍ତି ଉଚିତ ଏବଂ ଉତ୍ତମ ଶିକ୍ଷା ଆହରଣ ଦ୍ାରା ଛାତ୍ରଛାତ୍ରୀଙ୍କ ଜୀବନ ମଧୁମୟ ହୋଇଥାଏ
ଫଳରେ ଏପର୍ଯ୍ୟନ୍ତ ମୋଟ୍ ତେର କୋଟି ଅଣଚାଶ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି
ଏଭଳି ଆଶ୍ଚର୍ଯ୍ୟଜନକ କଥା ଶୁଣି ଯୁବକ ଜଣକ ଘରଭିତରକୁ ଅନାଇ ଦେଖିଲେ ବିନୋବା ନିଜେ ଗୋଟିଏ ଖମ୍ବକୁ ଜାବୁଡ଼ି ଧରିଛନ୍ତି ହେଲେ କହୁଛନ୍ତି ଓଲଟା କଥା
ମୋଟ୍ ସଞ୍ଚୟ ଖାତା ଜମା ପରିମାଣ ଏକ ଶହେ ଏକାଅଶୀ କୋଟି ଟଙ୍କାରେ ପହଞ୍ଚିଛି
ଯୋଗ ଡେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ବିଶ୍ରେ ପାଳିତ ହେଉଛି
ଚଳିତଥର ଫରାସୀ ଅଭିନେତ୍ରୀ ଇଶାବେଲି ହପର୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ
ମହାଫାର୍ମର ରାଜ୍ୟ ସରକାର ଗତକାଲି ସମସ୍ତ ଦାବି ମାନିନେବା ପରେ ମହାରାଷ୍ଟ୍ରର ଆଦିବାସୀ କୃଷକମାନେ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି
ଏବଂ କେନ୍ଦ୍ର ସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଲକଡାଉନ ସମୟରେ ସିପୋଷ୍ଟ ମାଧ୍ୟମରେ ଔଷଧ ଯୋଗାଇ ଦିଆଯିବ
ଏକ
ସେ କହିଛନ୍ତି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉନ୍ନୟନ ବ୍ୟବସ୍ଥା ବିଶ୍ବର ଅଳ୍ପ କେତେକ ଦେଶରେ ରହିଛି ଏବଂ ଦେଶଗୁଡ଼ିକ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ
ବହୁ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି
ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ମୋଟ୍ ଦୁଇ ହଜାର ସତସ୍ତରୀ ୨ଟି ଉପହାର ମିଳିଛି
ନିଯୁକ୍ତି ଓ କୁଶଳ ବିକାଶ ପାଇଁ ନଅ ଜଣ ମନ୍ତ୍ରୀଙ୍କୁ ନେଇ ଆଉ ଏକ କମିଟି ଗଠନ କରାଯାଇଛି
ଖଣ୍ଡାସାହି ଗ୍ରାମର ଦୁଇ ମହାଳିକ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଗଣ୍ଡଗୋଳ ଲାଗି ରହୁଥିଲା
ହାତଟା ନ ଧୋଇ ବସି ଯାଇଥିଲେ ଏ ବିପଦରେ ପଡ଼ିନଥାନ୍ତି
ଡଟ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଏହାକୁ ଏକ ବିଭତ୍ସ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି
ଭାରତ ଏହି ସଫଳତା ଯୋଗୁଁ ବିଶ୍ର ଦୃତ ଅଭିବୃଦ୍ଧିଶାଳୀ ବୃହତ ଅର୍ଥନୀତିର ମର୍ଯ୍ୟାଦା ବଜାୟ ରଖିବାରେ ସକ୍ଷମ ହୋଇଛି
ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏବଂ ଦୁଇଟି ଲୋକସଭା ଓ ଏକାବନ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଭୋଟ୍ ଗଣତି ଆସନ୍ତାକାଲି କରାଯିବ
ଏଣିକି ସେହି ଷ୍ଟାଡିୟମ୍ରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀକ ସ୍ତରୀୟ କ୍ରିକେଟ୍ ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେବ
ସାତ
ପିଏମ୍ଡିଜିଟାଲ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ଇଣ୍ଡିଆ ଉଦ୍ୟମ ଗ୍ରାମ୍ୟସ୍ତରୀୟ ଉଦ୍ୟୋଗପତି ଗୋଷ୍ଠୀ ସୃଷ୍ଟି କରୁଛି
ଜେନେରାଲ ଏମ୍ ଏମ୍ ନରଣେ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି
କେନ୍ ବେଟା ନଦୀ ସଂଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ହେଉଛି ଏହି ରାଜିନାମାର ମୂଳଲକ୍ଷ୍ୟ
ନଅ
ଲୋକଟି ଟଙ୍କା ନେଇ ଭାରି ଖୁସିରେ ଦିନ କାଟିଲା
୧୪ଟି ଜିଲ୍ଲାରେ ପରିବା ଚାଷ ସମ୍ପୂର୍ଣ୍ଣଭାବେ କିମ୍ବା ଆଂଶିକ ଭାବେ ନଷ୍ଟ ହୋଇଛି
ଗୋପାଳ କହିଲେ ଆଜ୍ଞା ସେ ମୋ ପୁଅ
ଆମେ କଣ ଲେଖକ ନୋହୁଁ ସେ ଭାର ମୋ ଉପରେ ରହିଲା ମୁଁ ମହାଭାରତ ଠିକଣା କରି ଲେଖିଦେବି
ଆସନ୍ତା ମାସ ପହିଲାରୁ ଥିରୁବନନ୍ତପୁରମ୍ଭରେ ଚୂଡ଼ାନ୍ତ ତଥା ପଞ୍ଚମ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ
ମମତା ବାନାର୍ଜୀ ୨୯୧ଟି ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି
ଏହି ସମୟରେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠରେ ପୂଜାପାଉଥିବା ଠାକୁରମାନଙ୍କର ସ୍ତନ୍ତ୍ର ବେଶ ଓ ଝୁଲଣ ନୀତି ଅନୁଷ୍ଠିତ ହେବ
ସାନ ଭାଇ ସେମିତି ଯାଉଁ ଯାଉଁ ଜଣେ ଲୋକକୁ ଭେଟିଲା
ଟ୍ରିପଲ୍ ତଲାକ୍ ବିଲ୍ ଲୋକସଭାରେ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ଗୃହିତ ହୋଇଛି
ଗତକାଲି ଦୂରଦୂରାନ୍ତର ପୁଲିଙ୍ଗ ପାର୍ଟିଙ୍କୁ ପଠାଯାଇଥିବା ବେଳେ ଆଜି ସହରାଂଚଳ ଓ ଆଖପାଖ ଗ୍ରାମର ପୁଲିଙ୍ଗ ପାଟିମାନେ ଆଜି ନିଜ ନିଜର ବୁଥକୁ ଯାଇଛନ୍ତି
ସକାଳ ୭ଟାରୁ ଭୋଟ୍ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟାରେ ଶେଷ ହେବ
ଡ୍ରାଏ ରନ୍ ରାଜ୍ୟରେ ଆସନ୍ତାକାଲି କୋଭିଡ ଟିକାକରଣ ଲାଗି ପ୍ରାକ୍ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହେବ
ଆଗାମୀ ଦିନରେ ସନ୍ଦିଗୁ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ରକ୍ତ ନମୁନା ପରୀକ୍ଷା ପାଇଁ ଭିଡ଼ ବଢ଼ିବାର ଆଶଙ୍କା କରାଯାଉଛି
ପିଏମ୍ ଜୁଡିସିଆରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନ୍ୟାୟପାଳିକା ସର୍ବଦା ସମ୍ବିଧାନର ସକାରାତ୍ମକ ବ୍ୟାଖ୍ୟା ମାଧ୍ୟମରେ ଏହାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବା ସହ ଜାତୀୟ ସ୍ାର୍ଥକୁ ଅଗ୍ରାଧୁକାର ଦେଇ ନିଜର ଦାୟିତ୍ ସୁଚାରୁରୂପେ ନିର୍ବାହନ କରିଆସୁଛି
ଏଥିରେ ସିଆରପିଏଫ୍ କ୍ୟାମ୍ ଧ୍ବଂସ ହେବା ସହ ମୃତାହତର କୌଣସି ସୂଚନା ମିଳିନଥିବା ଜଣାପଡ଼ିଛି
ପୂର୍ବରୁ ରଥଯାତ୍ରା ପାଇଁ ଜୁଲାଇ ଚାରି ତାରିଖରୁ ଜୁଲାଇ ୧୩ତାରିଖ ମଧ୍ୟରେ ୧୯୪ଟି ସ୍ତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ପୂର୍ବତଟ ରେଳବାଇ ପକ୍ଷରୁ ଏକ ଆପର ଶୁଭାରମ୍ଭ କରାଯାଇଥିଲା
ଗତ ଚବିଶି ଘଣ୍ଟା ଭିତରେ କୋଡିଏ ହଜାରରୁ ଅଧୁକ ଲୋକ ଆରୋଗ୍ୟଲାଭ କରିଛନ୍ତି