audio
audioduration (s)
0.14
183
sentence
stringlengths
2
748
ଆମେରିକାକୁ ଏ କ୍ଷେତ୍ରରେ ସହଯୋଗ କରିବା ସହିତ ନିଜେ ଏଥିରେ ସାମିଲ ହେବା ପାଇଁ ପୁଟିନ୍ ସହମତ ଅଛନ୍ତି ବୋଲି ଶ୍ରୀ ଟ୍ରମ୍ କହିଛନ୍ତି
ବିଧାନସଭା ଅପରାହ୍ମର ଅଧିବେଶନ ଆରମ୍ଭ ହେବାକ୍ଷଣ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓଡ଼ିଶା ବିଧାନସଭା କାର୍ଯ୍ୟବିଧ ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ସଂଶୋଧନପାଇଁ ନିୟମାବଳୀ କମିଟିଙ୍କ ସୁପାରିସକୁ ଗୃହରେ ଉପସ୍ଥାପନ କରିଥିଲେ
ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ୯୨୧କୁ ବୃଦ୍ଧି ପାଇଛି
ଦିଲ୍ଲୀ କ୍ୟାପିଟାଲସ୍ ପାଇଁ ରିଷଭ ପନ୍ଥ ୪୮ବରୁ ୫୮ରନ୍ ସଂଗ୍ରହ କରିଥିଲାବେଳେ ସିମୁନ୍ ହେଟମିର୍ ୨୫ଟି ବଲ୍ରୁ ୫୩ରନ୍ ସଂଗ୍ରହ କରିଥିଲେ
ଓଏଫ୍ଏସ୍ ଅଫିସର ତଥା ପୂର୍ବତନ ଡିଏଫ୍ଓ ସୁଧ୍ୟଶୁ ଶେଖର ମିଶ୍ରଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ମିଳିଛି
ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ଗଞ୍ଜାମ ଗଜପତି ପୁରୀ ଜଗତ୍ସିଂହପୁର ରାୟଗଡ଼ା ନବରଙ୍ଗପୁର କନ୍ଧମାଳ କଳାହାଣ୍ଡି ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି କେତେକ ମେଡିକାଲ୍ ଉପକରଣର ଅଭାବ ପରିଲକ୍ଷିତ ହେଉଥିବାରୁ ଏସବୁର ରପ୍ତାନୀ ଉପରେ କିଛିଟା କଟକଣା ଜାରି କରାଯାଇଛି
ସୂଚନାଯୋଗ୍ୟ ଯେ ଅଗଷ୍ଟ ଅଠାଇଶି ତାରିଖରେ ଜଣେ ଆଇନଜୀବୀଙ୍କୁ ପୁଲିସ୍ କର୍ମଚାରୀ ମାଡ଼ ମାରିବାକୁ ନେଇ ଆଇନଜୀବୀମାନେ ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ
ଜାପାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଜାପାନରେ ମୋଟ୍ ଛଅ ଶହେ ଏଗାର ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମଣ ହୋଇଛନ୍ତି
ଶ୍ରୀ ଜୟଶଙ୍କର କହିଛନ୍ତି କେବଳ ଦେଶରେ ପ୍ରତିଷେଧକ ଦିଆଯିବାର ଆଭିମୁଖ୍ୟ ଗ୍ରହଣ କରାଯିବ ନାହିଁ ସମଗ୍ର ବିଶ୍କୁ ପ୍ରତିଷେଧକ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ
ତାହେଲେ ଜଣେ ସାମନ୍ତ ରାଜାଙ୍କ ଅନୁରୋଧ ରକ୍ଷା କରି ନପାରି ସେ ଅପମାନିତ ହେବ
ପାଞ୍ଚ
ଦୁଇ
ଚାରି
ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ବନ୍ୟପ୍ରାଣୀ ଆବାସସ୍ଥଳୀରେ ପରିବେଶ ପର୍ଯ୍ୟଟନ ନୀତି ପ୍ରସ୍ତୁତ କରାଯାଇଛି
୨୦୧୪ରୁ ସେ ଭାରତୀୟ ଉପମହାଦେଶରେ ଅଲକାଏଦା ସଂଗଠନର ନେତୃତ୍ବ ନେଉଥିଲା
ବସ୍ ଚଳାଚଳ ଗଜପତି ଜିଲ୍ଲାରୁ ଆଜିଠାରୁ ଆନ୍ଧ୍ରପ୍ରଦେଶ ଦେଇ ସମସ୍ତ ବସ୍ ଚଳାଚଳ ଆରମ୍ଭ ହୋଇଛି
ଲଡାଉନ୍ ରାଜ୍ୟରେ ଲଡାଉନ୍ ପରିସ୍ଥିତି ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଆଜି ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜି ଡିଆଇଜି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି
ମୋର ବିଚକ୍ଷଣ ବୁଦ୍ଧିର କୌଶଳ ତା ଗାଲରେ ଯୋତା ପାହାର ବସାଇ ଦେବ
ତେଇଶି ବର୍ଷ ବୟସ୍କ ଡାକ୍ତରୀ ସହାୟତା ଛାତ୍ରୀ ନିର୍ଭୟାଙ୍କୁ ଦୁଇ ହଜାର ବାର ଡିସେମ୍ବର ଷୋହଳ ତାରିଖ ଦିନ ରାତିରେ ସେମାନେ ସାମୁହିକ ବଳାତ୍କାର କରିଥିଲେ
ଶହୀଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସଂଘ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି
ଫୋନରେ ଜଙ୍ଗଲ ଓ ଅଭୟାରଣ୍ୟରେ ମୋଟ ନଅ ଲକ୍ଷ ଗଛ ନଷ୍ଟ ହୋଇଛି
ଜଙ୍ଗଲ ମଧ୍ୟଦେଇ ଯାଉଥିବା ସମୟରେ ସେ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ
ନିର୍ବାଚନ ଦୃଷ୍ଟିରୁ ଆଜି ଭୋର ୪ଟାରୁ ମେଟ୍ରୋ ରେଳସେବାକୁ ଆରମ୍ଭ କରାଯାଇଛି
ଆମେରିକାର ସନ୍ତ୍ରାସବାଦ ନିବାରଣ ଆବାହକ ନାଥାନ୍ ସେଲ୍ସ୍ ାଶିଂଟରେ ଇସ୍ଲାମିକ୍ ଷ୍ଟେଟ୍ ସନ୍ତ୍ରାସବାଦୀ ଗୋଷ୍ଠୀକୁ ପ୍ରତିହତ କରିବାପାଇଁ ଆଇନ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତୀୟ ଏକ ସମ୍ମଳନୀରେ ଏହା କହିଛନ୍ତି
ଆମ ସମ୍ବାଦଦାତା ଜଣାଇଛନ୍ତି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପାଟି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ କରିଥିଲା
ସୂଚନା ଅନୁସାରେ ୨ଟି ବାଇକ୍ ଯୋଗେ ଚାରି ଜଣ ଯାଉଥିବାବେଳେ ସେମାନଙ୍କୁ ଗୋଟିଏ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା
ଗୋଟିଏ ଦିନରେ ଚାରି ଶହେ ସତାଅଶୀ ଜଣ ମୃତ୍ୟୁ ବରଣ କରିବାରୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଏକୋଇଶି ହଜାର ୧୨୯ରେ ପହଞ୍ଚିଛି
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦିଆଯାଇଛି
ଠିକ୍ ରାତି ବାରଟାବେଳେ ଆରମ୍ଭ ହେଲା ପ୍ରବଳ ଝଡ଼ ତୋଫାନ
ଜଣେ ସାଧାରଣ ସବାରି ବାହକ ତାଙ୍କର ଭୁଲ୍ ଧରିପାରିବା ଦେଖି ଗୁଣନିଧି ପଣ୍ଡିତ କାବା ହୋଇଗଲେ
ଆଇସିଏଆରୁ ଟେଷ୍ଟି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏଆର କହିଛି ଗତ ଚବିଶି ଘଣ୍ଟା ଭିତରେ ବୟାନବେ ହଜାର ୯୧୧ଟି କୋଭିଡ୍ ନାଇଣ୍ଟିନ୍ ନମୁନା ପରୀକ୍ଷା କରାଯାଇଛି
ସକାଳ ୮ଟା ନଅ ମିନିଟ୍ରୁ ୮ଟା ଚାଳିଶି ମିନିଟ୍ ମଧ୍ୟରେ ନବାନ୍ନ ଲାଗି କରାଯିବ
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରଶାସନକୁ ଏକ ଲକ୍ଷ ଟଙ୍କା ଦାନ ଆକାରରେ ଦେଇଥିଲେ
ବୈଠକ ସମୟରେ ବ୍ରିକ୍ସ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି
ନିଆଁ ଜଳିବା ପାଇଁ ମଧ୍ୟ ଅମ୍ଳଜାନ ନିହାତି ଆବଶ୍ୟକ
କରୋନା ଓଡ଼ିଶା ରାଜ୍ୟରେ ଗତକାଲି ତେଇଶି ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
ଦୁଇ ଦେଶ ମଧରେ ଉଚ୍ଚସ୍ତରୀୟ ଗସ୍ତ ଯୋଗୁଁ ଏହା ସମ୍ଭବ ହେଉଛି
ଶୂନ
କୌଣସି ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥିଲା କିନ୍ତୁ ଗୋପାଳଙ୍କ ମୁଣ୍ଡରେ ବୁଦ୍ଧି ଥିଲା
ବ୍ୟାଡମିଣ୍ଟନ ଦୁଇ ହଜାର ଏକୋଇଶି ତୃତୀୟ ସେଖ ହମଦମ୍ ବିନ୍ ଅଲ୍ ମଖତୁମ୍ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଗତଥରର ବିଜେତା ପ୍ରମୋଦ ଭଗତ ଦୁଇଟି ସ୍ବର୍ଣ୍ଣପଦକ ହାସଲ କରିବାରୁ ଭାରତ ଗତକାଲି ସୁଦ୍ଧା ୨୦ଟି ପଦକ ହାସଲ କରିଥିଲା
ମୋସ୍କୁଲ ଯୋଜନା ରାଜ୍ୟରେ ଗୋଷ୍ଠୀ ସଂପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ମୋସ୍କୁଲ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧ହଜାର ୩୯୮ଟି ବିଦ୍ୟାଳୟ ସାମିଲ ହୋଇଛନ୍ତି
କୋଭିଡ୍ ହସ୍ପିଟାଲ ବରଗଡ ଜିଲ୍ଲାସ୍ଥିତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ପାଇଁ ଆଇଓସିଏଲ୍ ପକ୍ଷରୁ ୧୦୦ଟି ଆଇସିୟୁ ଭେଣ୍ଟିଲେଟଯୁକ୍ତ ଶଯ୍ୟର ବ୍ୟବସ୍ଥା କରାଯିବ
ଯୁବ ମହୋତ୍ସବ ଜଗତସିଂହପୁରଠାରେ ଦୁଇଦିନିଆ ଜିଲ୍ଲା ଯୁବ ଉତ୍ସବ ଉଦ୍ଯାପିତ ହୋଇଯାଇଛି
ଏମିତି ଭାବରେ ସିଲେଇ ହେବ ଯେମିତି ତା ଭିତରେ ଛୁଆଙ୍କର କୌଣସି କ୍ଷତି ହେବ ନାହିଁ
ଏହି ଟ୍ରେନ୍ ଯୋଗାଯୋଗ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି
ଏବଂ ଆଜି ବିଶ୍ ଖାଦ୍ୟ ଦିବସ
ଏତଦ୍ବ୍ୟତୀତ ସଦ୍ୟତମ ନିର୍ବାଚନ ଫଳାଫଳ ପ୍ରସାରଣ ପାଇଁ ରାତି ସାଢ଼େ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଆକାଶବାଣୀ ସମ୍ବାଦ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ ହେବ
ସେ କହିଛନ୍ତି ଶ୍େତ ବିପ୍ଳବ ସମୟରେ ଦେଶ ଏହା ଅନୁଭବ କରିଥିଲା ଏବଂ ବର୍ତ୍ତମାନ ମହୁମାଛି ଚାଷ ଏକ ସମାନ ବିକଳ୍ପ ଭାବେ ଉଭା ହୋଇଛି
ସେ କହିଛନ୍ତି ଅତି କ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକର ଚାହିଦା ମୁତାବକ ବ୍ୟାଙ୍କଗୁଡ଼ିକ ଋଣ ଦେୟ ପ୍ରଣାଳୀରେ ପରିବର୍ତ୍ତନ କରିବାକୁ କୁହାଯାଇଛି
ଗତକାଲି ଦିନିକିଆ ଉତ୍ତରପ୍ରଦେଶ ଗସ୍ତ କରିଥିବା ଶ୍ରୀ ମୋଦି ଅନେକଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି
ଏଗାର ଜଣ ଲୋକଙ୍କର ନଜ ସହରରେ ମୃତ୍ୟୁ ଘଟିଥିବାର ଖବର ମିଳିଛି
ନଅ
କାଠୁରିଆଟି ସ୍ତ୍ରୀ ଉପଦେଶ ଅନୁସାରେ ‘ବର ପ୍ରାର୍ଥନା କଲା
ଏ ଦାରୁଣ ଦୁଃସମ୍ବାଦ ରାଜାଙ୍କ ପାଖରେ ପହଞ୍ଚିଲା
ବାବୁ ବଳରାମ ବଳ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ
ପିଏମ୍ଖେଲୋ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତସନ୍ଧ୍ୟାରେ ଓଡ଼ିଶାର କଟକଠାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ କରିଛନ୍ତି
ତୀରନ୍ଦାଜ ପ୍ରତିଯୋଗିତା ଓଡ଼ିଶା ତୀରନ୍ଦାଜ ସଂଘ ଆନୁକୂଲ୍ୟରେ କଟକରେ ଚାଲିଥିବା ଅଣଚାଳିଶି ତମ ସିନିୟର ତୀରନ୍ଦାଜ ଚମ୍ପିଆନ୍ସିପ୍ ଗତକାଲି ଉଦଯାପିତ ହୋଇଯାଇଛି
ପ୍ରଭାବଶାଳୀ ନବସୃଜନ ମାଧ୍ୟମରେ ଡିଜିଟାଲ୍ ଉପଲବ୍ଧତାକୁ ବୃଦ୍ଧି କରି ଏଭଳି ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି
କେରଳ ବିଧାନସଭାରେ ଏହି ଆଇନ ପ୍ରତ୍ୟାହାର ଦାବିରେ ଗୃହୀତ ହୋଇଥିବା ସଂକଳ୍ପ ପରେ ଥିରୁବନନ୍ତପୁରମ୍ଭରେ ଗତକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ କେବଳ ସଂସଦର ହିଁ ନାଗରିକତା ସଂପର୍କରେ କୌଣସି ଆଇନକୁ ଗୃହୀତ କରିବାର ଅଧିକାର ରହିଛି
ମକର ସଂକ୍ରାନ୍ତୀ ଅବସରରେ ଲକ୍ଷ୍ୟ ଲକ୍ଷ୍ୟ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ବୁଡ଼ ପକାଇ କପିଳମୂନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି
ଗୋଦାବରୀ ନଦୀ କୂଳରେ ଥିଲା ଏକ ବଣ ସେଠି ନାନା କିସମର ପକ୍ଷୀ ବସା କରି ରହୁଥାନ୍ତି
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ପାଟଶାଢ଼ି ଯୋଗାଇ ଦିଆଯାଇଛି
ମନ୍ତ୍ରୀ କିମ୍ବା ଲୋକପ୍ରତିନିଧ ହେବାପରେ ମଧ୍ୟ ବିଜେପି ସାଂସଦମାନେ ସମାଜର ତଳସ୍ତର ସହ ଯୋଡ଼ି ହୋଇ ଲୋକଙ୍କ ପାଇଁ କାମ କରିବା ଉଚିତ
ଡବ୍ଲ୍ୟୁସି କ୍ରିକେଟ୍ ଆଇସିସି କ୍ରିକେଟ୍ ବିଶ୍କପରେ ପାକିସ୍ତାନ ଆଜି ଅପରାହ୍ନ ୩ଟାବେଳେ ଲର୍ଡରେ ଫାଇନାଲ୍ ଲିଗ୍ ମ୍ୟାରେ ବାଂଲାଦେଶକୁ ଭେଟିବ
ତେବେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ନୂଆ ସୁପାରିଶ ପାଇଁ ୟୁଜିସି କମିଟିକୁ ଅନୁରୋଧ କରିଥିଲା
ତିନି
ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨୦ରେ ସିରିଜ୍ ବିଜୟୀ ହୋଇସାରିଛି
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଆଠ ଶହେ ଅଠର ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ପାଞ୍ଚ ତେଇଶି ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି
ବିଜେପିର ସନତ୍ ଗଡତିଆ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି
ରାଜା ସମସ୍ତଙ୍କ ଅସ୍ୱୀକାର ଜାଣି ପୁଣି କହିଲେ ଶୁଣ ଯିଏ ଚୋରୀ କରିବ ତାକୁ ଆମ୍ଭେ ବିଶେଷ ଅର୍ଥ ପୁରସ୍କାର ଦେବୁ
ଶ୍ରୀ ଜେଟଲୀ କହିଛନ୍ତି ଏକ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ବ୍ୟାଙ୍କଗୁଡ଼ିକର ଅଭିବୃଦ୍ଧିରେ ସହାୟତା କରିବ ଓ ବ୍ୟାଙ୍କମାନେ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତିର ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇ ପାରିବେ
ବିମାନ ଆକ୍ରମଣରେ ଏକ ଶହେ ତିରିଶି ଜଣ ଆହତ ମଧ୍ୟ ହୋଇଛନ୍ତି
ଇସି ସିଡ ନିର୍ବାଚନ କମିଶନ ନିର୍ବାଚନ ଆଚରଣବିଧ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ ଶହେ ଚାଳିଶି କୋଟି ଟଙ୍କାର ହିସାବ ବର୍ହିଭୁତ ଅର୍ଥ ବେଆଇନ୍ ମାଦକ ଦ୍ରବ୍ୟ ସୁନା ଓ ମାଗଣାରେ ବଣ୍ଟାଯାଉଥିବା ବହୁ ପଦାର୍ଥ ଜବତ କରିଛି
ଆମ ଝିଅ ତାଙ୍କୁଇ ବିଭା ହେବ
କ୍ୟାବିନେଟ୍ ସଚିବଙ୍କ ବିନା ଅନୁମତିରେ ଦୁଇ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟ ପାଇଁ ବିଶ୍ ଟେଣ୍ଡର ଆହ୍ବାନ ନ କରିବାକୁ କେନ୍ଦ୍ରର ନିଷ୍ପତ୍ତି
ସେହିପରି ଆସନ୍ତାକାଲି ଏହି ଦଳ ଭୁବନେଶ୍ର ମହାନଗର ନିଗମ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟଶାସନ ସଚିବଙ୍କ ସହ ଏ ସଂପର୍କରେ ଏକ ବୈଠକରେ ଆଲୋଚନା କରିବେ
ଲତା ମଙ୍ଗେସ୍କର ତାଙ୍କ ଶୋକବାର୍ତ୍ତାରେ ନିଜର ଦୁଃଖ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସ୍ର୍ଗତ ରଞ୍ଜନ ମିଶ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି
ହଜୁର୍ ବିଚାର କରନ୍ତୁ ପନ୍ଦର୍ ବର୍ଷର ପିଲାଟାକୁ କଣ ଚିଲ ଝାମ୍ପି ନେଇପାରେ
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଭୁବନେଶ୍ରଠାରେ ଗୋପବନ୍ଧୁଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି
ଗତକାଲି ତାମିଲନାଡୁର କନ୍ୟାକୁମାରୀଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ଏହି ଯୋଜନା ଘୋଷଣା ହେବାର ଚବିଶି ଦିନ ମଧ୍ୟରେ ଅଧିକ ସଂଖ୍ୟକ ଚାଷୀ ଉପକୃତ ହୋଇପାରିଛନ୍ତି
କରୋନା ଓଡ଼ିଶା ରାଜ୍ୟରେ ଗତକାଲି ଏକ ଶହେ ନଅ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି
ଦେଶରେ କୋବିଡ ଆରୋଗ୍ୟହାର ବୃଦ୍ଧି ପାଇ ଶତକଡା ୯୬ଦଶମିକ ବାର ଭାଗରେ ପହଞ୍ଚିଛି
ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଆସନ୍ତାମାସ ତିନି ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିବାରୁ ଏହାର ସଠିକ୍ ପାଳନ ପାଇଁ ଅନେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି
ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦମାନଙ୍କୁ ସପ୍ତାହ ଶେଷରେ ସେମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ପିଏମ୍ଏକତା ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ ସମୁଦାୟକୁ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଆହ୍ବାନ କରିଛନ୍ତି
କମିଶନ୍ କହିଛନ୍ତି ଶ୍ରୀ ଖାଁଙ୍କ ମନ୍ତବ୍ୟ ଅପମାନଜନକ ଓ ଅନୈତିକ ଏବଂ ଏହା ମହିଳାମାନଙ୍କ ମାନସମ୍ମାନ ପ୍ରତି ଆଞ୍ଚ ଆଣୁଛି
ପାଣିପାଗ ଆଜି ରାଜ୍ୟର ପାଗ ମୁଖ୍ୟତଃ ଶୁଖୁଲା ରହିଛି
ବିଭିନ୍ନ ରାଜ୍ୟରୁ ପନ୍ଦର ହଜାରରୁ ଅଧିକ ଚାଷୀ ଓ ଦୁଇଶହରୁ ଅଧିକ କୃଷି ବୈଜ୍ଞାନିକ ଏଥିରେ ଯୋଗ ଦେଉଛନ୍ତି
ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୯ଟି ଜନଜାତି ବହୁଳ ଜିଲ୍ଲାର ବିଭିନ୍ନ ଜନଜାତି ଗୋଷ୍ଠୀର ୬୮ଟି ଜନଜାତି ଦମ୍ପତିଙ୍କ ସହିତ ଜିଲ୍ଲାସ୍ତରୀୟ ପରିଷଦର ଅଧ୍ୟକ୍ଷ ଉପାଧ୍ୟକ୍ଷ ଓ ସଦସ୍ୟ ଯୋଗଦେବେ
ସେ ଜଣେ ଚମତ୍କାର ବାମହାତୀ ବ୍ୟାଟମ୍ୟାନ୍ ଓ ଆଦର୍ଶସ୍ଥାନୀୟ ଅଧିନାୟକ ଥିଲେ ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଚନ୍ତି
ଯେତେ ମାଡ଼ ଖାଇଲେ ମଧ୍ୟ ଚୋରଟି ନିଜ ଦୋଷ ସ୍ୱୀକାର କଲା ନାହିଁ
ଏନୈ ସବିଶେଷ ମତାମତ ରାଜ୍ୟସଭା ସଚିବାଳୟଙ୍କ ଯୁଗ୍ମ ନିର୍ଦ୍ଦେଶକଙ୍କ ଠିକଣାରେ କିମ୍ବା ବିଭାଗୀୟ େବ୍ସାଇଟ୍ରେ ପଠାଇପାରିବେ
ଜିଲ୍ଲାପାଳ ମୃତକଙ୍କ ପରିବାରକୁ ପଚିଶି ହଜାର ଟଙ୍କା ଲେଖାଏଁ ରେଡ୍କ୍ରସ୍ ପାଣ୍ଠିରୁ ପ୍ରଦାନ କରିଛନ୍ତି
ଏବେ ତୁମ ଗାଁ ଲୋକେ ମିଳିମିଶି ବନ୍ଧରେ ଅଧିକା ମାଟି ପକାଇ ଉଞ୍ଚା କରି ଦେଇଛନ୍ତି
ସେହିଭଳି ଶକ୍ତି ଓ ଆନୁସଙ୍ଗିକ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ରେ ଏକ ପ୍ରତିନିଧ ଦଳ ଆଜି ଓଡ଼ିଶା ଆସିବେ
ଅଯଥାରେ ଗାଡ଼ିଚାଳକମାନଙ୍କୁ ହଇରାଣ ନ କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି
ଆଇଏମ୍ଡି ମସୁନ୍ ଆରାଇଭାଲ୍ ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ ବାୟୁ ଆଜି କେରଳ ଉପକୂଳ ଛୁଇଁବା ପରେ ଦେଶରେ ଚାରି ମାସ ବ୍ୟାପୀ ବର୍ଷାଋତୁ ଆରମ୍ଭ ହୋଇଛି
ସେମାନେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁରକ୍ଷା ନିମନ୍ତେ ସରକାର ଏସବୁ ପ୍ରତିବାଦକୁ ଗୁରୁତର ସହ ନଜର ଦେଇ ସତର୍କ ରହିବା ଉଚିତ
ଭାରତ ଆସନ୍ତାକାଲି ଇଂଲଣ୍ଡକୁ ସପ୍ତମ ମ୍ୟାରେ ମୁକାବିଲା କରିବ
README.md exists but content is empty. Use the Edit dataset card button to edit it.
Downloads last month
2
Edit dataset card