audio
audioduration (s)
0.14
183
sentence
stringlengths
2
748
ତେବେ ଆଜିଠାରୁ ସାରା ଦେଶରେ ଚିକିତ୍ସା ସେବା ସ୍ବାଭାବିକ ହେବ
ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ଗଣମାଧ୍ୟମ ଦ୍ବିଟର ମଧ୍ୟ କୋଭିଡ୧୯ ନାଁରେ ଏକ ସ୍ବତନ୍ତ୍ର ପେଜ୍ ଲଞ୍ଚ କରିଛି
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟ ରାଜପକ୍ଷେ ତାଙ୍କର ବିବୃତ୍ତରେ କହିଛନ୍ତି ସେମାନଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଧିପୂର୍ଣ୍ଣ ଥିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପ୍ରସଙ୍ଗ ଆଲୋଚନାରେ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଥିଲା
ଏହି ପ୍ରକଳ୍ପ ଦେଶରେ ଦୁଇ ହଜାର ବାଇଶି ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ
ନିଶା ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଟିକାଦାନ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି
ଏହା ଭାବି ଇନ୍ଦ୍ର ଗୋଟିଏ ଉପାୟ ଚିନ୍ତା କଲେ
ପ୍ରଧାନମନ୍ତ୍ରୀ କହିଛନ୍ତି ଆଚାର୍ଯ୍ୟ ସରସ୍ତୀଙ୍କର ବିୟୋଗରେ ସେ ମର୍ମାହତ ହୋଇଛନ୍ତି
ଚାରି
ମୁଁ ସେହିଭଳି ଲୋକଠାରୁ ସାହାଯ୍ୟ ପାଇଲେ ଭାବେ ଯେ ମୋର ଊଣାପଣକୁ ପୂରଣ କରିବା ପାଇଁ ଈଶ୍ୱର ସେମାନଙ୍କୁ ପଠାଇଛନ୍ତି ସାହାଯ୍ୟ କରିବା ପାଇଁ
ଯୋଜନା ଅନୁସାରେ ଏ ପର୍ଯ୍ୟନ୍ତ ବାର ହଜାର ଆଠ ଶହେ ଏକସ୍ତରୀ କୋଟି ଟଙ୍କାର ଋଣ ଦିଆଯାଇଛି
ରବିବାର ସର୍ଭେ ଗତକାଲି ସମସ୍ତ ରାଜନୈତିକ ଦଳର ନେତାମାନେ ରାସ୍ତାରେ ନିର୍ବାଚନ ପ୍ରଚାର କରିବା ସହ ଘରକୁ ଘର ବୁଲି ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଥିଲେ
ଏଥିସହିତ ପାଟି ଏପର୍ଯ୍ୟନ୍ତ ସାତ ଦୁଇ ଜଣଙ୍କର ନାମ ତାଲିକା ପ୍ରକାଶ କରିସାରିଲାଣି
କାନ୍ଦି କାନ୍ଦି ଖାଲି ଜୀବନକୁ କଷ୍ଟ ଦେବା କଥା
ମୁଖ୍ୟମନ୍ତ୍ରୀଙ୍କ ସ୍ତନ୍ତ୍ର ପାଣ୍ଠିରୁ ଏଥିପାଇଁ ଅର୍ଥ ବରାଦ କରାଯାଇଛି
ଚାରି
ଗତ ସପ୍ତାହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବାପରେ ଏହିସବୁ ବିଧାୟକମାନେ ମଧ୍ୟ ସେମାନଙ୍କର ଇସ୍ତଫା ପ୍ରଦାନ କରିଥିଲେ
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଡଙ୍ଗାଟି ଭାରସାମ୍ୟ ହରାଇ ଖୋମ୍ ସହର ନିକଟ ଲିବ୍ୟ ଉପକୂଳରେ ବୁଡ଼ିଯାଇଥିଲା
ଦୀର୍ଘଦିନ ଧରି କେତେକ ସ୍ାର୍ଥେଷୀ ଲୋକ କାଶ୍ମୀରବାସୀଙ୍କୁ ଭାରତଠାରୁ ଅଲଗା ରଖୁବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ସେ ଅପଚେଷ୍ଟା ପୂରଣ ହୋଇପାରିନାହିଁ
କୃଷିଭିତ୍ତିକ ଏହି ପର୍ବରେ ତିନିଦିନ ଧରି ମାଟି ମାକୁ କର୍ଷଣ କରାଯାଇନଥାଏ
କେହି କେଉଁଆଡ଼େ ନାହାନ୍ତି ଗୋଟିଏ ଜାଗାରେ କେବଳ ଜଣେ ବୁଢ଼ୀ ବସି ସୂତା କାଟୁଛନ୍ତି
ଅନ୍ୟ ପକ୍ଷରେ ଭାରତ ଏବଂ ଜାପାନ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବୁଝାମଣାପତ୍ରକୁ ମଧ୍ୟ କ୍ୟାବିନେଟ୍ ପିଛିଲା ଭାବେ ସ୍ବୀକୃତି ପ୍ରଦାନ କରିଛି
ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ଗୁଜରାଟ ପଞ୍ଜାବ ଓ ଆସାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି
ଅଭିଜିତ ଆୟାର ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଆସନ୍ତାକାଲି ଦ୍ବିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ
ଗୋପାଳଙ୍କୁ କିଏ କିଛି କହିଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦିଅନ୍ତି
ପରିସ୍ଥିତି ଅନୁଧ୍ୟାନ ପାଇଁ ଗାଁ ରେ ଜିଲ୍ଲାପାଳ ଉପଜିଲ୍ଲାପାଳ ସିଡିଏମ୍ଓଙ୍କ ସହ ଏକସ୍ବତନ୍ତ୍ର ପ୍ରତିନି ଦଳ ପହଞ୍ଚିଛନ୍ତି
ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ଏକ କିଲୋମିଟର ଖଟିଆରେ ବୋହି ନେଇଥିଲେ ଓ ନଈ ପାର କରିଥିଲେ
ଫିଫା ବିଶ୍ବକପ୍ ପ୍ରତିଯୋଗିତାରେ ସିଡେନ୍ ଓ ଇଂଲଣ୍ଡ କ୍ଲାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ
ସେ କହିଛନ୍ତି ଏହି ଦୁଇ ଦଳକୁ ସରକାର ଗଠନ ପାଇଁ ଜନସମର୍ଥନ ମିଳିଛି ଏବଂ ମହାରାଷ୍ଟ୍ର ଲୋକମାନଙ୍କୁ ନିରାଶ ହେବାକୁ ଦିଆଯିବ ନାହିଁ
ୟଙ୍କ ସହପ୍ରତିଷ୍ଠାତା ରାନା କାପୁରଙ୍କ ପରିବାରକୁ ଦିାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ଦ୍ାରା ୬ଶହ କୋଟି ଟଙ୍କାର ଅର୍ଥ ଲାଞ୍ଚ ଦିଆଯାଇଥିବାର ଅଭିଯୋଗକୁ ଭିତ୍ତିକରି ଏହି ଖାନତଲାସି କରାଯାଇଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ
ତୋର ଗୋଟାଏ ଗୋଡ଼ ମୁଁ ଛୋଟା କରିଦେବି।
ପ୍ରକୃତରେ କ ଣ ଯଶପତି ଯଶପାଇଁ କାର୍ଯ୍ୟ କରୁଥିଲେ ନା ସେବା ହିଁ ତାଙ୍କ ଜୀବନର ମନ୍ତ୍ର
ସ୍ଚ୍ଛତା ଆଣିବା ପାଇଁ ବ୍ୟବସ୍ଥା ଏହା ଆରମ୍ଭ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଗଣମାଧ୍ୟମ କହିଛନ୍ତି
ଗୋପାଳର ଯିବା ପାଇଁ ଡେରି ହେବା ଦେଖି ବର୍ଦ୍ଧମାନ ରାଜା କହିଲେ କିହୋ ଗୋପାଳ ତୁମେ ତ ଗଲନି ଏଥର କଣ ହାରି ଯିବ
ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧୁକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି
ଏଥିପାଇଁ ସେଠାରେ ଆକାଶବାଣୀ ପକ୍ଷରୁ ଏକ କିଲୋାଟ କ୍ଷମତା ସଂପନ୍ନ ଏଫ୍ଏମ୍ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି
ଆଠ
ବ୍ରାହ୍ମଣ କହିଲେ ତୁ ଟା ମୋ ମହତ ସାରିଦେଲୁ
ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡ କହିଛନ୍ତି କେଭିଡ୍ ନାଇଣ୍ଟିନ୍ ଯୋଗୁଁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଛି ତାହାର ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମଗ୍ର ଦେଶରୁ ସମର୍ଥନ ମିଳୁଥିବା ଏକ ଉତ୍ସାହଜନକ ବିଷୟ
ଚଳିତ ସପ୍ତାହରେ ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରରେ ଏଭଳି ଏକ ଖବର ପ୍ରକାଶିତ ହୋଇଥିଲା
ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ୨ର ସଫଳ ଉତ୍କ୍ଷେପଣ
ସୁନ୍ଦରଗଡ଼ରୁ ସର୍ବାଧୂକ ସତାଇଶି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଏହାଛଡ଼ା ୯୦ହଜାର କୋଟି ଲୋକଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପଠାଯାଇଛି
ସେ କହିଛନ୍ତି ୧୩ଟି ରାଜ୍ୟକୁ ୧କୋଟି ତିରିଶି ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ ୮ଟି ରାଜ୍ୟକୁ ୧କୋଟି ବତିଶି ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ଚିତ କରାଯାଇଛି
ଛଅ
କଂଗ୍ରେସ ୨୫ଟି ଜିଲ୍ଲା ପରିଷଦ ସଭ୍ୟ ଆସାମ ଗଣପରିଷଦ ୮ଟି ଜିଲ୍ଲାପରିଷଦ ସଭ୍ୟ ଏବଂ ବିଜେପି ୪୫ଟି ଜିଲ୍ଲାପରିଷଦ ସଭ୍ୟପଦ ହାସଲ କରିଛି
ନମୂନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି
ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରିଦେଲେ
ଜନଗଣନା ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ
ଆଠ
ରାଜ୍ୟର ମୋଟ୍ ୩୦୬ଟି ଗଣନା ପ୍ରକୋଷ୍ଠରେ ଭୋଟ୍ ଗଣତି ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି
ସାଧାରଣତ ମେଘ ସୃଷ୍ଟି କରୁଥିବା ଜଳୀୟବାଷ୍ପମାନ ଉଚ୍ଚ ପାହାଡ଼ ପର୍ବତରେ ଧକ୍କା ଖାଇଥାଏ
କରୋନାରାଜ୍ୟ ମହାରାଷ୍ଟ୍ରର ପନବେଲରୁ ପ୍ରାୟ ଏକ ହଜାର ଦୁଇ ଶହେ ପ୍ରବାସୀ ଓଡିଆଙ୍କୁ ନେଇ ଏକ ଟ୍ରେନ ଆଜି ଟିଟିଲାଗଡରେ ପହଞ୍ଚିଛି
ପୁଲିସ୍ କହିଛି ଟୋଲିଚୌକି ଗାଁର ଆଠ ଜଣ ଲୋକ ଗୋଟିଏ କାରେ ନାଗାର୍ଜୁନ ସାଗର ନଦିବନ୍ଧ ଦେଖୁବାକୁ ଯାଉଥିଲାବେଳେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ କାଟି ବସ୍ଷ୍ଟାଣ୍ଡର ପାଚେରି କାନ୍ଥରେ ମାଡ଼ ହୋଇଥିଲା
ବ୍ରହ୍ମପୁର ସହରକୁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ସିଟି ବସ୍ ଚଳାଚଳ ସ୍ବାଭାବିକ ରହିଛି
ଗୁକେସ୍ ଗତକାଲି ଫ୍ରାନ୍ସର ହୋରୁତିୟୁନ୍ ବର୍ଗଙ୍ଗାଙ୍କୁ ଅନ୍ତିମ ରାଉଣ୍ଡରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି
ଜଣା ଲୋକପରି ସେହି ଲୋକପରି ଦଣ୍ତବତ କଲେ ଏ କିଏ
ତା ପରେ ସେ ହୀରା ବାକ୍ସଟିକୁ ଅଣାଗଲା ଏବଂ ବାକ୍ସରୁ ସମସ୍ତ ହୀରା ବାହାର କରାଗଲା
ଚାହୁଁ ଚାହୁଁ ବତାଶ ପରି ପବନ ବହିଆସିଲା ଓ ସୂର୍ଯ୍ୟ ପଶ୍ଚିମ ଝରକା ଦେଇ ପଶିଆସିଲେ
ଏହି କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳବାର ଦିନ ୧୧ଟାରେ ଅନୁଷ୍ଠିତ ହେବ
ଆଜି ଅପରାହ୍ନ ୩ଟାରେ ଲିଠାରେ ଆଫଗାନିସ୍ତାନ ଓ େଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ
ଯେତେବେଳେ ଆପଣ ଖମ୍ବଟିକୁ ଛାଡ଼ିଦେବେ ସେତେବେଳେ ଆପଣ ତା ଠାରୁ ଅଲଗା ହୋଇଯିବେ ଏବଂ ମୋ ପାଖକୁ ଅନାୟାସରେ ଆସିପାରିବେ
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗାଇସିଲେଟ ବିଜେପୁର ଏବଂ ବରପାଲି ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ସଭାସମିତି ରୋଡ଼ ଶୋ ଆଦି କରିଥିବା ଜଣାପଡିଛି
ନୂଆଦିଲ୍ଲୀରେ ଭାରତ ଶକ୍ତି ଫୋରମ୍ ବୈଠକ ଅବସରରେ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି ତୈଳ ମୂଲ୍ୟ ହ୍ରାସ କରିବାପାଇଁ କେନ୍ଦ୍ର ସରକାର ଯାହା କରିବା କଥା ତାହା କରିସାରିଛନ୍ତି
ହାଜତ ମୃତ୍ୟୁ ଘଟଣା ଏକ ହାଜତ ମୃତ୍ୟୁ ଅଭିଯୋଗ ନେଇ ମୃତକଙ୍କ ସମ୍ପର୍କୀୟ ଗତକାଲି କଟକ ମଙ୍ଗଳାବାଗ ଅଞ୍ଚଳରେ ପୁଲିସ ଅଧୁକାରୀଙ୍କ ସହ ପାଟିତୁଣ୍ଡ କରିଥିଲେ
ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ନଅ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି
ଗତ ଅଗଷ୍ଟ ଏକୋଇଶି ତାରିଖରେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଶ୍ରୀ ଚିଦାମ୍ବରମଙ୍କୁ ଗିରଫ କରାଯାଇଛି
ସ୍ରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତାମାନେ କହିଛନ୍ତି ସରକାରଙ୍କ ବିଜ୍ଞପ୍ତି ଅନୁସାରେ ୧୦ଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ତଥ୍ୟ ଓ ବୈଷୟିକ ଜ୍ଞାନ ଆଇନ ଅନୁସାରେ ଯେକୌଣସି କମ୍ପ୍ୟୁଟର ଡାଟା ଅନୁସନ୍ଧାନ କରିପାରିବେ
ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି
ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବ
ଚାରି
ଝାଡଖଣ୍ଡ ଏହି ଉତ୍ସବରେ ଅଂଶୀଦାର ରାଜ୍ୟଭାବେ ଯୋଗଦେଇଛି
ନଅ
କିମ୍ବା ଅଟକୁ ନାହିଁ
ଶୁନ୍ୟ ସାମୁଦ୍ରିକ ବାତ୍ୟା ଅମ୍ପନ୍ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ପନ୍ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ମହାବାତ୍ୟାରୁ ହ୍ରାସ ପାଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି
ଭୂତାଣୁ ସଂକ୍ରମଣ ପରୀକ୍ଷା ବିଷୟରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରାମର୍ଶ ଦିଆଯାଉଛି ଓ ସମୀକ୍ଷା କରାଯାଉଛି
ଆଜି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ
ଏହି ସ୍ଥାନଟି ମୁମ୍ବାଇର ନିକଟବର୍ତ୍ତୀ
ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ୟେଲୋ ସତର୍କ ସୂଚନା ଜାରି କରାଯାଇଛି
କୌଣସି ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜ୍କୁ ଇନ୍ବକ୍ସରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି
ମା ସୁଭଦ୍ରାଙ୍କ ପାଟରାକ୍ଷୀ ତୁଳସୀକ୍ଷେତ୍ରର ଆରାଧ ଦେବତା ଶ୍ରୀ ବଳଦେବଜୀଉଙ୍କ ପାଇଁ ଆଜି ପୁରୀ ଜଗନ୍ନାଥ ଧାମରୁ ମା ସୁଭଦ୍ରାଙ୍କ ନିକଟରୁ ପାଟରାକ୍ଷୀ ଆସି ପହଞ୍ଚିଛି
ହାଇଦ୍ରାବାଦ୍ ସାମୁହିକ ବଳାତ୍କାର ଓ ହତ୍ୟା ମାମଲାର ଅପରାଧିମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ପାର୍ଲାମେଣ୍ଟ ସଦସ୍ୟମାନେ ଦାବି କରିଛନ୍ତି
ପ୍ରାର୍ଥୀ କଳାହାଣ୍ଡି ଲୋକସଭା ଆସନରେ ବିଜେପି ପକ୍ଷରୁ ବସନ୍ତ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ଭକ୍ତ ଚରଣ ଦାସ ଓ ବିଜେଡି ପକ୍ଷରୁ ପୁଖେନ୍ଦ୍ର ସିଂଦେଓ ଓ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରେମାନନ୍ଦ ବାର୍ ପ୍ରାର୍ଥୀ ହୋଇଛନ୍ତି
ବୁଢ଼ୀ ଭୟରେ ବିଧ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ
ପିଏମ୍ ସିନେମା ମ୍ୟୁଜିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ସିନେମାର କୋମଳତା ଯୋଗୁଁ ଏହା ବିଦେଶରେ ସୁନାମ ଅର୍ଜନ କରିଛି
ଅଗଣା ଝାଡୁ ଝାଡୁ ବୁଢ଼ୀ ସେହି ପରଟି ପାଇଲା
ଓକିଲ ଆନ୍ଦୋଳନ ଓକିଲ ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି
ତେବେ ଏହି ଚାରିପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ମୋଟ ୭୩ଦଶମିକ ଆଠ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ସୁରେନ୍ଦ୍ର କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି
ପୁରୀ କାଳୀପୂଜା ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ଲକ୍ଷାଧୁକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି
ସେ ପୃଥିବୀର ପ୍ରଥମ ମହାକାଶ ଯାତ୍ରୀ
ଗଣେଶ ଠାକୁରଙ୍କ ମୂର୍ତ୍ତି ଥୁଆ ହୋଇଛି ସେ ଭକ୍ତି ଭାବରେ ପ୍ରଣାମ କଲା
ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ
ତିନି
ଏନ୍ଏଚ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶରେ ରାଜପଥ ନିର୍ମାଣ ଲକ୍ଷ୍ୟକୁ ଅତିକ୍ରମ କରିଛି
ଏହି ତୈଳର ପରିମାଣ ଦୁଇ ନିୟୁତ ବ୍ୟାରେଲ୍ ହେବ ବୋଲି ଆକଳନ କରାଯାଉଛି
ଦଶହରା ଆଜି ଜଗତଜନନୀ ମହାମାୟା ମା ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ନୂଆବର୍ଷରେ ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି
ବିଶ୍ସ୍ତରରେ ଭାରତୀୟ ଅର୍ଥନୀତି ଉପରେ ଭରସା ଥିବା ଏହା ସୂଚାଉଛି